38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗପ୍ରଦେଶ କଂଗ୍ରେସ ଆଇନ୍ ବିଭାଗର ଜିଲ୍ଲା ଆବାହକ / ଅଧ୍ୟକ୍ଷ ନିଯୁକ୍ତ

ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗର ଜିଲ୍ଲା ଆବାହକ / ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର ତା ୩.୧୨ – ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗର ଅଧ୍ୟକ୍ଷ ଭାବେ ବରିଷ୍ଠ ଆଇନ୍‌ଜୀବୀ ଶ୍ରୀ ସୁରେନ୍ଦ୍ରନାଥ କର ଦାୟିତ୍ୱ ନେବା ପରେ ୩୩ ଗୋଟି କଂଗ୍ରେସ ସାଂଗଠନିକ ଜିଲ୍ଲା ନିମନ୍ତେ ଆବାହକ / ଅଧ୍ୟକ୍ଷମାନଙ୍କର ନାମ ତାଲିକା ଘୋଷଣା କରିଛନ୍ତି । ଅନୁଗୁଳ ଜିଲ୍ଲା ନିମନ୍ତେ ଶ୍ରୀ ଧର୍ମେନ୍ଦ୍ରନାଥ ମିଶ୍ର ଅଧ୍ୟକ୍ଷ ରହିଥିବା ବେଳେ ବୌଦ୍ଧ ଜିଲ୍ଲା – ବିଶ୍ୱଜିତ୍ ମିଶ୍ର, ବାଲେଶ୍ୱର – ସତ୍ୟସୁନ୍ଦର ଦାସ, ଭୁବନେଶ୍ୱର – ମନୋଜ ନାୟକ, ବରଗଡ – ପଂଚାନନ ମିଶ୍ର, ବଲାଙ୍ଗୀର – ଅରବିନ୍ଦାକ୍ଷ ପୂଜାରୀ, ଭଦ୍ରକ – ଦିଲ୍ଲୀପ କୁମାର ମହାପାତ୍ର, କଟକ – ଦିଲ୍ଲୀପ କୁମାର ମହାରଣା, କଟକ ନଗର – ବିଭୁପ୍ରସନ୍ନ ମହାପାତ୍ର, ଢ଼େଙ୍କାନାଳ – ଅମ୍ଳାନ କୁମାର ଖଟୁଆ, ଦେବଗଡ – ସିଦ୍ଧେଶ୍ୱର ଗୁରୁ, ଗଞ୍ଜାମ – ରବିନ୍ଦ୍ର କୁମାର ଦେଓ, ଗଜପତି –
ସନ୍ତୋଷ କୁମାର ପାଢ଼ୀ, ଯାଜପୁର – ନିତାଇ ଚରଣ ମହାନ୍ତି, ଝାରସୁଗୁଡା – ସିୟାରାମ ଦାସ, ଜଗତସିଂହପୁର – ନାରାୟଣ ମହାନ୍ତି, କେନ୍ଦୁଝର – ଆନନ୍ଦ ଚରଣ ସାହୁ, କନ୍ଧମାଳ – ପୀତାମ୍ବର ସାହୁ, କେନ୍ଦ୍ରାପଡା – ସୁରେଶ ଚନ୍ଦ୍ର ପ୍ରଧାନ, ଖୋର୍ଦ୍ଧା – ଶିଶିର ରାଉତ, କଳାହାଣ୍ଡି – ସିଦ୍ଧାର୍ଥ ନାୟକ, କୋରାପୁଟ – ରମେଶ ପାତ୍ର, ମାଲକାନାଗିରି – ରାମଚନ୍ଦ୍ର
ପଟ୍ଟନାୟକ, ମୟୁରଭଞ୍ଜ – ଜ୍ୟୋତିପ୍ରକାଶ ରଥ, ନବରଙ୍ଗପୁର – ରାମପ୍ରସାଦ ପାତ୍ର, ନୂଆପଡା – ଧରମବୀର ଯୋଶୀ, ନୟାଗଡ – ଅରୁଣ କୁମାର ମହାପାତ୍ର, ପୁରୀ – କାଳିପ୍ରସାଦ ନାୟକ, ରାଉରକେଲା – ଚିନ୍ମୟ ଦାସ, ରାୟଗଡା – ସି. ଜଗନମୋହନ ରାଓ, ସମ୍ବଲପୁର – ମନୋରଞ୍ଜନ ଦାସ, ସୁନ୍ଦରଗଡ – ସତ୍ୟଜିତ୍ ପଣ୍ଡା ଓ ସୁବର୍ଣ୍ଣପୁର ଜିଲ୍ଲା ନିମନ୍ତେ ସୁଧିର କୁମାର ପଣ୍ଡା ରହିଛନ୍ତି ବୋଲି ଶ୍ରୀ କର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking