39.1 C
Bhubaneswar
Friday, April 26, 2024
Homeଓଡିଶାପୁଣି ଏକ ହାତୀର ମୃ୍‌ତ୍ୟୁ

ପୁଣି ଏକ ହାତୀର ମୃ୍‌ତ୍ୟୁ

ତେଲକୋଇ: ସଂରକ୍ଷିତ ଜଙ୍ଗଲରେ ମାଈହାତୀର ମୃତଦେହ ଠାବ । କାଳିଆହତା ଫରେଷ୍ଟବିଟ୍ କଳାପାଟ ସଂରକ୍ଷିତ ଜଙ୍ଗଲରୁ ଠାବ । ମାଈହାତୀ ମୃତ୍ୟୁର କାରଣ ଏବେ ଯାଏଁ ସ୍ପଷ୍ଟ ହୋଇପାରିନାହିଁ । ଘଟଣାସ୍ଥଳରେ ବନବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking