29.1 C
Bhubaneswar
Wednesday, May 8, 2024
Homeବଲିଉଡଇଡିର ଅଭିଯୋଗକୁ ଖଣ୍ଡନ କଲେ ଅଭିନେତ୍ରୀ ଅଙ୍କିତା

ଇଡିର ଅଭିଯୋଗକୁ ଖଣ୍ଡନ କଲେ ଅଭିନେତ୍ରୀ ଅଙ୍କିତା

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ପୁରିଗଲାଣି । ଏହାପରେ ତାଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଏବେବି ଜରି ରହିଛି । ବର୍ତ୍ତମାନ ଏହି ମାମଲାର ତଦନ୍ତ ସିବିଆଇ କରୁଛି । ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁଶାନ୍ତ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗରେ ଲଗାତର ପଚରାଉଚରା କରୁଛି ।

ନିକଟରେ ଖବର ଆସିଥିଲା ​​ଯେ ସୁଶାନ୍ତ ସିଂ ରାଜପୁତ ଅଙ୍କିତା ଲୋଖଣ୍ଡେଙ୍କ ଘରର ଇଏମଆଇ ଦେଉଥିଲେ । ଏହି ଖବର ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ବର୍ତ୍ତମାନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନିଜ ଉପରେ ହୋଇଥିବା ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking