33.1 C
Bhubaneswar
Saturday, April 27, 2024
Homeଓଡିଶା୩୦ରେ ସବୁ କଲେଜ, ବିଶ୍ୱବିଦ୍ୟାଳୟ ଛୁଟି

୩୦ରେ ସବୁ କଲେଜ, ବିଶ୍ୱବିଦ୍ୟାଳୟ ଛୁଟି

ଭୁବନେଶ୍ୱର: ଆସନ୍ତା ମେ’ ୩୦ ତାରିଖ ଦିନ ରାଜ୍ୟର ମହାବିଦ୍ୟାଳୟ ସହ ବିଶ୍ୱବିଦ୍ୟାଳୟ ଛୁଟି ରହିବ । ଏ ନେଇ ଗୁରୁବାର ରାଜ୍ୟର ସମସ୍ତ କଲେଜ, ଏବଂ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ଚିଠି ମାଧ୍ୟମରେ ଅବଗତ କରିଛନ୍ତି ।
ଚିଠିରେ ଉଲ୍ଲେଖ କରାଯାଇଛି ଯେ,ଆସନ୍ତା ମେ’ ୩୦(ସୋମବାର)ତାରିଖରେ ସାବିତ୍ରୀ ଅମାବାସ୍ୟା ପଡୁଛି । ଏନେଇ ସେ ଦିନ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking