30.1 C
Bhubaneswar
Thursday, October 15, 2026
Homeଓଡିଶାଆସନ୍ତା ୧୯ ଓ ୨୦ରେ ଏମ୍‌ସ ଓପିଡି ବନ୍ଦ

ଆସନ୍ତା ୧୯ ଓ ୨୦ରେ ଏମ୍‌ସ ଓପିଡି ବନ୍ଦ

ଭୁବନେଶ୍ୱର: ‘ମହାନବମୀ’ ଓ ‘ଦଶହରା’ ଅବସରରେ ଆସନ୍ତା ୧୯ ଏବଂ ୨୦ ତାରିଖରେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଡାକ୍ତରଖାନାରେ ବହିର୍ବିଭାଗ (ଓପିଡି) ସେବା ବନ୍ଦ ରହିବ। ଏ ନେଇ ଭୁବନେଶ୍ୱର ଏମ୍‌ସର ମେଡିକାଲ ଅଧୀକ୍ଷକଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ଏହି ଦୁଇ ଦିନ ଡାକ୍ତରଖାନାରେ ସାଧାରଣ ଓପିଡି ସେବା ଉପଲବ୍ଧ ହେବ ନାହିଁ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking