26.1 C
Bhubaneswar
Wednesday, November 25, 2026
Homeଓଡିଶାଡିସେମ୍ବର ୨୬, ୨୭ରେ ଏସଆଇ ପରୀକ୍ଷା

ଡିସେମ୍ବର ୨୬, ୨୭ରେ ଏସଆଇ ପରୀକ୍ଷା

ଭୁବନେଶ୍ୱର: ବଡ ଘୋଷଣା । ଡିସେମ୍ବର ୨୬, ୨୭ରେ ହେବ ପୋଲିସ ଏସଆଇ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଓୟୁଏସଏସଏସସି ଅଧ୍ୟକ୍ଷ । ୨୬ ତାରିଖ ପ୍ରଥମ ସିଟିଂରେ ଲାଙ୍ଗୁଏଜ ପରୀକ୍ଷା, ସକାଳ ୧୦ରୁ ସାଢେ ୧୧ । ୨୬ ରେ ଦ୍ୱିତୀୟ ସିଟିଂ ଜେନେରାଲ ଷ୍ଟଡିଜ, ସାଢେ ୧ରୁ ସାଢେ ୪ଟା । ୨୭ରେ କେବଳ ଷ୍ଟେସନ ଅଫିସର ପରୀକ୍ଷା ହେବ । ଏହି ପରୀକ୍ଷା କେବଳ ସାଇନ୍ସ ବ୍ୟାକଗ୍ରାଉଣ୍ଡ ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ । ୨୭ ତାରିଖ ପରୀକ୍ଷା ସକାଳ ୧୦ରୁ ଅପରାହ୍ନ ୧ଟା ଯାଏଁ ଚାଲିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking