26.1 C
Bhubaneswar
Wednesday, November 25, 2026
Homeଓଡିଶା୨୯.୫୪ ଲକ୍ଷ ଠକେଇ ଅଭିଯୋଗ: ଦିଲ୍ଲୀରୁ ମାଷ୍ଟରମାଇଣ୍ଡ ଗିରଫ

୨୯.୫୪ ଲକ୍ଷ ଠକେଇ ଅଭିଯୋଗ: ଦିଲ୍ଲୀରୁ ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର: ଅନଲାଇନ୍ ନିବେଶ ନାଁରେ ୨୯.୫୪ ଲକ୍ଷ ଠକେଇ ଅଭିଯୋଗ। ଦିଲ୍ଲୀରୁ ମାଷ୍ଟରମାଇଣ୍ଡ ସମେତ ୩ ଜଣଙ୍କୁ ଗିରଫ କଲା ଭୁବନେଶ୍ୱର ସାଇବର ପୋଲିସ। ଲିଙ୍ଗରାଜ ଥାନା ଅଞ୍ଚଳର ଜଣେ ଅବସରପ୍ରାପ୍ତ ଘରୋଇ କମ୍ପାନୀ କର୍ମଚାରୀଙ୍କଠାରୁ ୨୯ ଲକ୍ଷ ୫୪ ହଜାର ଠକି ନେଇଥିଲେ। ୨୫ ଲକ୍ଷ ଟଙ୍କା ଲାଭ ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଠକି ନେଇଥିଲେ। ଟଙ୍କା ପାଇବା ପରେ ଠକମାନେ ଯୋଗାଯୋଗ ବନ୍ଦ କରିଦେଇଥିଲେ। ନା ନିବେଶ ଟଙ୍କା ଫେରାଇଥିଲେ, ନା ପ୍ରତିଶ୍ରୁତି ମୁତାବକ ଲାଭ ଦେଇଥିଲେ। ଅଭିଯୋଗ ପରେ ଦିଲ୍ଲୀରୁ ୩ଜଣଙ୍କୁ ଗିରଫ କରିଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking