31.1 C
Bhubaneswar
Friday, May 10, 2024
Homeକରୋନା ଓଡିଶାଯାଜପୁର ଜିଲ୍ଲା ରେ କରୋନା ସଂକ୍ରମିତ ସଂଖ୍ୟା ପୁଣି ବୃଦ୍ଧି, ବ୍ୟାସନଗର ସଭା ଆଗରେ

ଯାଜପୁର ଜିଲ୍ଲା ରେ କରୋନା ସଂକ୍ରମିତ ସଂଖ୍ୟା ପୁଣି ବୃଦ୍ଧି, ବ୍ୟାସନଗର ସଭା ଆଗରେ

 

ଯାଜପୁର: ଜିଲ୍ଲା ରେ କରୋନା ସ୍ଥିତି କୁ ନେଇ ସମସ୍ତେ ଚିନ୍ତିତ l ଦୁଇ ଦିନ ରେ କରୋନା ପୋଜେଟୀଭି ହ୍ରlସ ପାଇ ଥିଲା 27ତାରିଖ ରେ 194ପୋଜେଟୀଭି ଥିଲା ବେଳ 28 ତାରିଖ ରେ 162.କୁ ଖସି ଆସିଥିଲା ପୁଣି 29ତାରିଖ ରେ 4ହଜାର 400.ଜଣ ସ୍ୱାବ ଟେଷ୍ଟ ରୁ 210

ଜଣ ଙ୍କ ଦେହ ରେ କରୋନା ପୋଜେଟୀଭି ଥିବା ର ରିପୋର୍ଟ ପ୍ରକାଶ ପାଇଛି l ଦୁଇ ଦିନ ପରେ ପୁଣି ବୁଦ୍ଧି ପାଇ ଥିବା ଯୋଗୁ ମୁଣ୍ଡ ବ୍ୟଥା କରଣ. ହୋଇଛି l.ଦୈନିକ ସ୍ୱାବ ଟେଷ୍ଟ 4.ହଜାର 400

ଜଣ ଙ୍କୁ ସମଗ୍ର ଜିଲ୍ଲାର 10ଟି ବ୍ଲକ ଓ 2ଟି ମୁନିସିପାଲିଟି ଅଞ୍ଚଳ ରେ କରା ଯାଉଛି ସେଠାରେ ମଧ୍ୟ ଭିଡ଼ ଲାଗୁଛି ବ୍ୟାସନଗର ମୁନିସିପାଲିଟି ରେ 315ଜଣ କୋବିଦ ଟେଷ୍ଟ କରିଥିଲେ lସେମାନଙ୍କ ମଧ୍ୟ ରୁ 39.ଜଣ ଠାରୁ ପଯେକେଟିଭ ଚିହ୍ନଟ କରା ଯାଇଛି ବ୍ୟାସନଗର ରେ କରୋନା ସଂକ୍ରମଣ ରୂପ ନେଇ ଥିବା ର ଚର୍ଚ୍ଚା ଚାଲିଛି l ସ୍ଥାନୀୟ ଲୋକ ମାନଙ୍କ ଅପେକ୍ଷା ଏଠାରେ ଆସି ରହି ଥିବା ଲୋକମାଙ୍କ ଦେହ ରେ ବିଶେଷ କୋରାନ ପୋଜେଟୀଭି ବାହାରୁଚି ସ୍ଥାନୀୟ ଲୋକ ମାନେ ଆତଙ୍କିତ ହୋଇ ପଡୁଛନ୍ତି l ରିପୋର୍ଟ ରୁ ଜଣା ଯାଇଛି ଯେ ବଡ଼ଚଣା ବ୍ଲକ ରେ 5,ବରୀ 21, ବିଂଝାରପୁର 34, ଦାନଗଦି 3, ଧର୍ମଶାଳା 9, ଦଶରଥପୁର. 33, ଯାଜପୁର ବ୍ଲକ 25, ଯାଜପୁର ମୁନିସିପାଲିଟି 11, କୋରେଇ 12, ରସଲପୁର 11, ସୁକିନ୍ଦା 7, ବ୍ୟାସନଗର ମୁନିସିପାଲିଟି 39, ସର୍ଵ ମୋଟ 210 ଜଣ କରୋନା ପୋଜେଟୀଭି ରେ ଆକ୍ରାନ୍ତ ହୋଇ ଛନ୍ତି କରୋନା କୁ ପତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆ ଯାଉଛି l ଘରେ ଘରେ କଢ଼ା ର ସେବନ ବହୁଳ ଭାବ ରେ କରୁଛନ୍ତି କିନ୍ତୁ ସାମାଜିକ କାର୍ଯ୍ୟ ବିବାହ ଭୋଜି ରେ ସାମାଜିକ ଦୂରତା ରହୁ ନାହିଁ କୋବିଦ ନିୟମ କୁ ପାଳନ କରୁ ନ ଥିବା ର ଦେଖା ଯାଉଛି ସମଗ୍ର ଜିଲ୍ଲା ରେ ବିବାହ ପାଇଁ ଲୁଗା ଦୋକାନ ଗୁଡିକ ରାତ୍ରି ଖୋଲି ଚଢା ଦାମ ରେ ବିକ୍ରି କରୁଛନ୍ତି ଏହି କେବେ କରୋନା ମୁକ୍ତ ହେବ ସମସ୍ତ ମୁଖ ଗୋଟି ପ୍ରଶ୍ନ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking