31.1 C
Bhubaneswar
Wednesday, May 8, 2024
Homeଓଡିଶାଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ଟ୍ରକ୍

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ଟ୍ରକ୍

ମାଲକାନଗିରି: ବ୍ରିଜ ତଳକୁ ଖସିଲା ଟ୍ରକ । ଲଘୁଚାପ କାରଣରୁ ସାରା ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯାତାୟତ ଠପ୍ ହୋଇ ପଡିଥିବା ବେଳେ ମାଲକାନଗିରି କାଳିମେଳା ଅଞ୍ଚଳରେ ଘଟିଯାଇଛି ଏକ ଦୁର୍ଘଟଣା ।
ଅତ୍ୟଧିକ ଜଳପ୍ରବାହରୁ ଏକ ଟ୍ରକ୍ ଭାରସାମ୍ୟ ହରାଇ ବିଜ୍ରରୁ ଖସିପଡିଛି । କାନୁଗୁରୁକୋଣ୍ଡା ବ୍ରିଜରେ ଘଟିଯାଇଛି ଏହି ଦୁର୍ଘଟଣା । ଫଳରେ କ୍ରେନ୍ ସାହାର୍ଯ୍ୟରେ ଟ୍ରକର ଉଦ୍ଧାର କାର୍ଯ୍ୟ ଚାଲିଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking