38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଟିନା ଡାବିଙ୍କ ପୂର୍ବତନ ସ୍ୱାମୀଙ୍କ ସହ ଭେଟିଲେ ଆଇଏଏସ୍ ଅଟାର ଆମୀର ଖାନ

ଟିନା ଡାବିଙ୍କ ପୂର୍ବତନ ସ୍ୱାମୀଙ୍କ ସହ ଭେଟିଲେ ଆଇଏଏସ୍ ଅଟାର ଆମୀର ଖାନ

ନୂଆଦିଲ୍ଲୀ: ଆଇଏଏସ୍ ଅଧିକାରୀ ଟିନା ଡାବିଙ୍କ ପୂର୍ବତନ ସ୍ୱାମୀ ଅଟାର ଆମୀର ଖାନ ଡାକ୍ତର ମେହେରିନ କାଜୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବର୍ତ୍ତମାନ ମ୍ୟୁନିସିପାଲିଟି କମିଶନର ଭାବରେ ଶ୍ରୀନଗରରେ ପୋଷ୍ଟ ହୋଇଥିବା ଖାନ ଇନଷ୍ଟାଗ୍ରାମରେ ମେହେରନଙ୍କ ସହ ତାଙ୍କ ଫଟୋ ପୋଷ୍ଟ କରିଛନ୍ତି। ଟିନା ଚଳିତ ବର୍ଷ ଏପ୍ରିଲରେ ଆଇଏଏସ୍ ଅଧିକାରୀ ଡାକ୍ତର ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିଥିଲେ।

ଖାନ ଏବଂ ଟିନା ୨୦୧୮ ରେ ବିବାହ କରିଥିଲେ। ଟିନା ୨୦୧୬ ୟୁପିଏସି  ପରୀକ୍ଷାରେ ଶୀର୍ଷରେ ଥିବାବେଳେ ଖାନ ଦ୍ୱିତୀୟ ସ୍ଥାନରେ ରହିଥିଲେ ଜ୍ଝ ଦୁଇ ଆଇଏଏସ୍ ଟପ୍ପରଙ୍କ ଆନ୍ତ -ଧାର୍ମିକ ବିବାହରେ ବହୁ ରାଜନୈତିକ ନେତା ଯୋଗ ଦେଇଥିଲେ। ୨୯ ବର୍ଷିୟ ଡାବି ବର୍ତ୍ତମାନ ରାଜସ୍ଥାନ ସରକାରରେ ଯୁଗ୍ମ ସଚିବ, ଅର୍ଥ (ଟ୍ୟାକ୍ସ) ଥିବାବେଳେ ପ୍ରଦିପ ରାଜସ୍ଥାନର ନିର୍ଦ୍ଦେଶକ, ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟ ଭାବରେ କାର‌୍ୟ୍ୟ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking