30.1 C
Bhubaneswar
Monday, August 15, 2022
Homeଓଡିଶାଭୁବନେଶ୍ୱରବିଏମସିର ୨୫ଟି କେନ୍ଦ୍ରରେ କୋଭିଡ୍ ଟେଷ୍ଟ

ବିଏମସିର ୨୫ଟି କେନ୍ଦ୍ରରେ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଭୁବନେଶ୍ୱରରେ ୨୫ଟି ୟୁପିଏଚସି/ୟୁସିଏଚସିରେ କୋଭିଡ୍ ଟେଷ୍ଟ ବ୍ୟବସ୍ଥା । ସକାଳ ୯ ଟାରୁ ୧୧ଟା ୩୦ ଓ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଟେଷ୍ଟ ହେବ । କ୍ୟାପିଟାଲ ହସ୍ପିଟାଲରେ ସକାଳ ୮ ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଟେଷ୍ଟିଂ ହେବ । କୋଭିଡ୍ ଟେଷ୍ଟ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ତାଲିକା ପ୍ରକାଶ କଲା ବିଏମସି । ଯେଉଁମାନଙ୍କ ଠାରେ ଲକ୍ଷଣ ରହିଛି ଟେଷ୍ଟ କରାଇ ନେବାକୁ ପରାମର୍ଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking