24.1 C
Bhubaneswar
Monday, May 4, 2026
Homeଓଡିଶା୨୪ ଘଣ୍ଟାରେ ଅବପାତ!

୨୪ ଘଣ୍ଟାରେ ଅବପାତ!

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ଉତ୍ତର ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବ। ତେଣୁ ଆଗାମୀ ୨୪ ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ ଲଘୁଚାପ। ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।  ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ଯଦି ଦେଖିବା ଏବେ ଭଦ୍ରକ, ଯାଜପୁର, ଢ଼େଙ୍କାନାଳରେ ବର୍ଷା ଲାଗି ରହିଛି। ଖାଲି ସେତିକି ନୁହେଁ ବାଲେଶ୍ୱର, ଅନୁଗୁଳ ଏବଂ କେନ୍ଦୁଝରରେ ମଧ୍ୟ ବର୍ଷା ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking