28.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଉନ୍ନତି ପାଇଁ ଚିନ୍ତା କରିବେ । ଶିକ୍ଷା ଓ ଅଭିଜ୍ଞତା ବଢ଼ିବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଆୟ ଉତମ ରହିବ । ଭାତୃ ବିବାଦ ଲାଗି ରହିବ ।
ବୃଷ : ଆଜି ଚନ୍ଦ୍ରଙ୍କ ପ୍ରଭାବରୁ ଆନନ୍ଦ ଉତ୍ସବ ବଢ଼ିବ । ଭୋଜାନାଦିରୁ ତୃପ୍ତି ମିଳିବ । ନଷ୍ଟଦ୍ରବ୍ୟ ପ୍ରାପ୍ତି ଘଟିପାରେ । ଅର୍ଥ ଲାଭ ହେବ । ଯଶ ବୃଦ୍ଧି ହେବ । ସାହାଯ୍ୟ ମିଳିବ ।
ମିଥୁନ : ଆଜି ବ୍ୟବସାୟରେ ପଛେଇବେ । ନିଷ୍ଠାର ସହ କାର୍ଯ୍ୟ କରିବେ । ପରିବାର ପାଇଁ ଚିନ୍ତା ହେବ । ଆଶାବାଦୀ ହେବେ । ଅଭାବ ଅନୁଭବ କରିବେ । ବ୍ୟସ୍ତତା ବଢ଼ିବାକୁ ଲାଗିବ ।
କର୍କଟ : ଯୋଜନାରେ ମନ ବଳିବ । ସୁଯୋଗ ହସ୍ତଗତ ହେବ । ଉଦ୍ୟମ ବୃଥା ହେବ । ଅଶାନ୍ତି ବ୍ୟାପକ ହେବ । ବ୍ୟୟରେ ପଡ଼ି ଚିନ୍ତିତ ହୋଇପାରନ୍ତି । ଆଶଙ୍କା ଦୂରେଇଯିବ । କାର୍ଯ୍ୟରେ ଆନନ୍ଦ ମିଳିବ ।
ସିଂହ : ପରିବେଶରେ ଉନ୍ନତି ଘଟିବ । ପରିହାସରୁ ଦ୍ୱନ୍ଦ ଉପୁଜିବ । ପ୍ରିୟ ଲୋକଙ୍କ ସହିତ ବିଚ୍ଛେଦ ଘଟିପାରେ । କାର୍ଯ୍ୟରେ ପ୍ରମାଦ ଘଟିବ। ସତର୍କତା ଆବଶ୍ୟକ କରିବେ । ଅର୍ଥ ବିନେିଯୋଗ କରିପାରନ୍ତି ।
କନ୍ୟା : ହଠାତ୍ ଆଜି ସାହାଯ୍ୟ ମିଳିପାରେ । ଅଭାବ ଦୂରେଇଯିବ । ବ୍ୟୟରେ ପଡ଼ି ଚିନ୍ତିତ ହୋଇପାରନ୍ତି । ଦୁର୍ଘଟଣା ଘଟିପାରେ । ଅଭାବ ମେଂଟାଇ ପାରିବେ । ପରିସ୍ଥିତି ଅସହ୍ୟ ହେବ ।
ତୁଳା : ଆଜି ଆର୍ଥିକ ଲାଭ ଘଟିପାରେ । ମନବଳ ଦୃଢ଼ ହେବ । ଅନ୍ୟର ନିୟନ୍ତ୍ରଣରେ ରହିବେ । ବାଧ୍ୟ ହୋଇ ଅକାର୍ଯ୍ୟ କରିବେ । ବ୍ୟୟ ବଢ଼ିବାକୁ ଲାଗିବ । କୌଣସି କାର୍ଯ୍ୟରେ ତୃଟି ହେବ ।
ବିଛା : ଧନ ହେତୁ ସୁଖ ମିଳିବ । ପିତାମାତାଙ୍କ ସ୍ୱାସ୍ଥ୍ୟ ନେଇ ବ୍ୟସ୍ତ ରହିବେ । ପରିବେଶ ଲାଭଜନକ ହେବ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ଉଚ୍ଚମହଲରେ ପରିଚିତ ହେବେ ।
ଧନୁ : ଆଜି ଭାଇଭାନଙ୍କ ସହ ମନ ମାଳିନ୍ୟ ହେବ । ହଜି ଥିବା ଦ୍ରବ୍ୟ ପାଇପାରନ୍ତି । ପରିବାରରୁ ସ୍ନେହ ମିଳିବ । କର୍ମଧାରାରେ ଉନ୍ନତି ହେବ । ଅନୁଭୂତି ଓ ଦକ୍ଷତା ବଢ଼ିବ । ଆୟ କ୍ରମେ କମି ଆସିବ ।
ମକର : ଆମୋଦପ୍ରତି ଆକର୍ଷିତ ବଢ଼ିବ । ଶାରୀରିକ ବ୍ୟଥା ଭୋଗିବେ । ବିଦ୍ୟାପ୍ରତି ଆଗ୍ରହ ସୃଷ୍ଟି ହେବ । ଅର୍ଥଲାଭ ଅନୁଭବ କରିବେ । ମନରେ କଳ୍ପନା ସଫଳ ହେବ ।
କୁମ୍ଭ : ଆଜି କାର୍ଯ୍ୟ ଧାରାରେ ପରିବର୍ତନ ଘଟିବ । ଶତ୍ରୁମାନଙ୍କ ଦ୍ୱାରା କଷ୍ଟ ଭୋଗିବେ । ଅଚାନକ ଲାଭ ଯୋଗ ଅଛି । ଶତ୍ରୁ ଭୟ ବଢ଼ିବ । କର୍ମ ଚଂଚଳ ହେବେ ।
ମୀନ : କାର୍ଯ୍ୟରେ ବାଧା ସୃଷ୍ଟି ହେବ । ପ୍ରଭାବିତ ହୋଇପାରନ୍ତି । ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ ପାଇବେ । ଦୂର ଯାତ୍ରା କରିପାରନ୍ତି । ନୂତନ ଅଭିଜ୍ଞତା ଲାଭ କରିବେ । ଚିନ୍ତାରୁ ମୁକ୍ତି ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking