28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବ୍ୟାଟେରୀ ଉତ୍ପାଦନକାରୀ କାରଖାନାରେ ଭୟଙ୍କର ନିଆଁ

ବ୍ୟାଟେରୀ ଉତ୍ପାଦନକାରୀ କାରଖାନାରେ ଭୟଙ୍କର ନିଆଁ

ଫରିଦାବାଦ: ବ୍ୟାଟେରୀ ଉତ୍ପାଦନକାରୀ କାରଖାନାରେ ଭୟଙ୍କର ନିଆଁ ଫରିଦାବାଦ ସ୍ଥିତ ଏକ ବ୍ୟାଟେରୀ ଉତ୍ପାଦନକାରୀ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଦୁର୍ଘଟଣାରେ ୩ ଜଣ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଦମକଳ ବାହିନୀ ସହ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଛନ୍ତି । ତେବେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking