31.1 C
Bhubaneswar
Tuesday, April 23, 2024
Homeଓଡିଶାଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ

ପୁରୀ: ଶ୍ରୀ ମନ୍ଦିର ପରିଚାଳନା କମିଟି ର ବୈଠକ ଆରମ୍ଭ ହୋଇଛି । ଗଜପତି ମହାରାଜାଙ୍କ ଅଧକ୍ଷତା ରେ ବୈଠକ ଜାରି । ବୈଠକରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ କମିଟି ସଦସ୍ୟ ଉପସ୍ଥିତ । ବୈଠକରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହେବ ଆଲୋଚନା । ଆଦର୍ଶ ଗୁରୁକୁଳ , ସେବାୟତ ଆବାସ ଯୋଜନା ମଧ୍ୟ ଆଲୋଚନା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking