34.1 C
Bhubaneswar
Wednesday, May 1, 2024
Homeଅପରାଧଘରୁ ମିଳିଲା ରକ୍ତାକ୍ତ ମୃତ ଦେହ 

ଘରୁ ମିଳିଲା ରକ୍ତାକ୍ତ ମୃତ ଦେହ 

ବାଙ୍କି : କ୍ଲବ ଘର ଭିତରୁ ଏକ ରକ୍ତାକ୍ତ ମୃତ ଦେହ ମିଳିଥିବାର ସୂଚନା ମିଳିଛି । ବାଙ୍କି ଥାନା ହରିରାଜପୁର ଗାଁର ନୂଆସାହି କ୍ଲବରୁ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଶୀତଲ ସାହୁ । ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking