28.1 C
Bhubaneswar
Wednesday, November 25, 2026
Homeଓଡିଶାବର୍ଷକୁ ଓଡିଶାରେ ଖାଉଛନ୍ତି ୧୨୨.୩୬ ମେଟ୍ରିକ ଟନ ଖାସି ମାଂସ

ବର୍ଷକୁ ଓଡିଶାରେ ଖାଉଛନ୍ତି ୧୨୨.୩୬ ମେଟ୍ରିକ ଟନ ଖାସି ମାଂସ

ଭୁବନେଶ୍ୱର: ଓଡିଆଙ୍କର ପସନ୍ଦ ହେଉଛି ଖାସି ମାଂସ । ଯାହା ବର୍ଷକୁ ଓଡିଶାରେ ଖାଉଛନ୍ତି ୨୨.୩୬ ମେଟ୍ରିକ ଟନର ଖାସି ମାଂସ । ବିଧାନସଭାରେ ଉତ୍ତର ରଖିଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । ବିଧାୟକ ପ୍ରକାଶ ସୋରେନଙ୍କ ପ୍ରଶ୍ନର ଏହି ଉତ୍ତର ରଖିଛନ୍ତି ମନ୍ତ୍ରୀ । ରାଜ୍ୟରେ ୬୩.୯୪ ଲକ୍ଷ ଛେଳି ପାଳନ କରାଯାଉଛି । ବର୍ଷକୁ ୯ ଲକ୍ଷ ୪୬ ହଜାର ମେଟ୍ରିକ ଟନ ମାଛ ଖାଉଛନ୍ତି ଓଡିଶାବାସୀ । ବର୍ଷକରେ ୧୬୪ ମେଟ୍ରିକଟନ କୁକୁଡା ମାଂସ ଉତ୍ପାଦନ ହେଉଛି । ୪୧ ହଜାର ୯୩ ଲକ୍ଷ ଅଣ୍ଡା ବର୍ଷକରେ ଖାଉଛନ୍ତି ରାଜ୍ୟବାସୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking