ଭୁବନେଶ୍ୱର: ରାଜ୍ୟରେ ବଢିଲା ମୁଣ୍ଡପିଛା ଋଣ । ଏନେଇ ଗୃହରେ ଲିଖଇତ ଉତ୍ତର ରଖିଛନ୍ତି ମନ୍ତ୍ରୀ । ଅକ୍ଟୋବର ସୁଦ୍ଧା ମୁଣ୍ଡ ପିଛା ଋଣ ପହଞ୍ଚିଲାଣି ୨୭ ହଜାର ୫୦୨ ଟଙ୍କା । ଅକ୍ଟୋବର ପୂର୍ବରୁ ମୁଣ୍ଡ ପିଛା ଋଣ ଥିଲା ୨୬ ହଜାର ୧୩୩ ଟଙ୍କା । ରାଜ୍ୟର ଋଣ ଭାର ୧ ଲକ୍ଷ ୩୦ ହଜାର କୋଟି ଟଙ୍କା ଟପିଲା ।