ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ବିଜେଡି ଓ କଂଗ୍ରେସର ଆରୋପ ପ୍ରସଙ୍ଗ । ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କଲେ ଏବିଭିପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ । ଛାତ୍ର ସଂସଦ ନିର୍ବାଚନ ପାଇଁ ପିଆଇଏଲ ଦାଖଲ ସହ ଆନ୍ଦୋଳନ କରିଥିଲା ଏବିଭିପି । ସରକାରଙ୍କ ବିରୋଧରେ ଆନ୍ଦୋଳନ କରି ଅଟକ ରହିଥିଲେ ଏବିଭିପି ସଦସ୍ୟ । ବିଜେପି ଓ ଏବିଭିପି କେମିତି ଏକ ବୋଲି ପ୍ରସ୍ନ କଲେ ବିଶ୍ୱଜିତ ପାତ୍ର । ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିବାକୁ ବିରୋଧୀ ଏମିତି ଅଭିଯୋଗ ଆଣୁଛନ୍ତି ।










