29.1 C
Bhubaneswar
Monday, August 24, 2026
Homeଓଡିଶା୧୬ ଜଣଙ୍କୁ ୧୪.୫୦ ଲକ୍ଷ ସହାୟତା: ମୁଖ୍ୟମନ୍ତ୍ରୀ

୧୬ ଜଣଙ୍କୁ ୧୪.୫୦ ଲକ୍ଷ ସହାୟତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିର ଅଭିଯୋଗ ଶୁଣାଣି ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇ କହିଛନ୍ତି , ଆଜି ୧୬ ଭିନ୍ନକ୍ଷମ , ଜଟିଳ ରୋଗରେ ପୀଡିତଙ୍କୁ ତ୍ୱରିତ ସହାୟତା ମିଳିଛି । ୧୬ ଜଣଙ୍କୁ ସିଙ୍ଗଲ ୱିଣ୍ଡୋରେ ୧୪ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଛି । ୨୦୨୪ ଜୁଲାଇ ୧ରୁ ଆଜି ଯାଏଁ ୨ ଲକ୍ଷ ୬୯ ହଜାର ଅଭିଯୋଗ ଆସିଛି । ଏଥିମଧ୍ୟରୁ ୨ ଲକ୍ଷ ୩୩ ହଜାର ସମାଧାନ ହୋଇଛି, ଯାହା ୮୭% ସଫଳତା ହୋଇଛି । ପ୍ରତିଟି ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking