29.1 C
Bhubaneswar
Monday, August 24, 2026
Homeଓଡିଶାବୈତରଣୀ ନଦୀ ଅଧିକ କ୍ଷତି କରିଛି

ବୈତରଣୀ ନଦୀ ଅଧିକ କ୍ଷତି କରିଛି

ଭୁବନେଶ୍ୱର: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ଯନ୍ତ୍ରୀ ରାଉତ କହିଛନ୍ତି।ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ସାଳନ୍ଦୀ ନଦୀରେ ଜଳସ୍ତର ବଢିଛି। ସନ୍ଧ୍ୟା ସୁଦ୍ଧା କମିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ବୈତରଣୀ ନଦୀ ବେଶୀ କ୍ଷୟକ୍ଷତି କରିଛି। ବରୀ, ଆଳି, ବିଞ୍ଝାରପୁର ଅଞ୍ଚଳ ବନ୍ୟା ପାଣିରେ ଜଳବନ୍ଦୀ ରହିଛି। ବ୍ରାହ୍ମଣୀ ସତର୍କ ସଂକେତସ୍ତରରେ ପ୍ରବାହିତ ହେଉଥିବା ବେଳେ ସୁବର୍ଣ୍ଣରେଖା ସତର୍କ ସଂକେତ ତଳେ ପ୍ରବାହିତ ହେଉଛି। ବର୍ଷା ଦୁଇ ତିନି ଦିନ ଛାଡ଼ିଲେ ତଳ ମୁଣ୍ଡରେ ବନ୍ୟା ଜଳ ଖସିବ ସର୍ବୋଚ୍ଚ ଯନ୍ତ୍ରୀ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking