30 C
Bhubaneswar
Thursday, July 30, 2026
Homeଓଡିଶାଦୀପାବଳି ସୁଦ୍ଧା ମହାନଦୀ ବିବାଦ ସମାଧାନ: ସିଏମ

ଦୀପାବଳି ସୁଦ୍ଧା ମହାନଦୀ ବିବାଦ ସମାଧାନ: ସିଏମ

ଭୁବନେଶ୍ୱର : ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦ ସମାଧାନ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ଏନେଇ ସହମତି ହୋଇଛି ।୩ମାସ ମଧ୍ୟରେ ମହାନଦୀ ଜଳ ବଣ୍ଟନ ଓ ପରିଚାଳନାର ସମାଧାନ । ସୂଚନା ଥାଉ କି ଆଜି ଦିଲ୍ଲୀରେ ମହାନଦୀ ବିବାଦକୁ ନେଇ ଏକ ବୈଠକ ବସିଥିଲା, ଯେଉଁଥିରେ ଜଳ ଶକ୍ତି ମନ୍ତ୍ରୀ, ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking