25.6 C
Bhubaneswar
Tuesday, July 21, 2026
Homeଦେଶ ବିଦେଶଆଇସିୟୁରେ ମେଗାଷ୍ଟାର ଅମିତାଭ ବଚ୍ଚନ

ଆଇସିୟୁରେ ମେଗାଷ୍ଟାର ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ଆଇସିୟୁରେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ । ୮୩ ବର୍ଷୀୟ ଏହି ବରିଷ୍ଠ ଅଭିନେତା ସର୍ଜରି ପରେ ଆଇସିୟୁରେ ଭର୍ତ୍ତି ଥିବା ସୂଚନା ମିଳିଛି । ନିଜ ଅସୁସ୍ଥତା ସମ୍ପର୍କରେ ଅମିତାଭ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଅପଡେଟ ଦେଇଛନ୍ତି, ଯାହା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି । ତେବେ କେଉଁ କାରଣରୁ ଶରୀର ଅସୁସ୍ଥ ହୋଇଛି ସେନେଇ ଡାକ୍ତର କିମ୍ବା ପରିବାର ପକ୍ଷରୁ ବିସ୍ତୃତ ସୂଚନା ମିଳିନାହିଁ । ମେଗାଷ୍ଟାରଙ୍କ ସ୍ୱାସ୍ଥ୍ୟକୁ ନେଇ ସାରା ଦେଶର ନଜର ରହିଥିବା ବେଳେ, ସେ ସୁସ୍ଥ ହୋଇ ଶୀଘ୍ର ଘରକୁ ଫେରିବାକୁ ସମସ୍ତେ ପ୍ରାର୍ଥନା କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking