31.1 C
Bhubaneswar
Friday, May 22, 2026
Homeଓଡିଶାହରିଡ଼ାଗୋଡ଼ ଗାଁ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

ହରିଡ଼ାଗୋଡ଼ ଗାଁ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ହରିଡାଗୋଡ ଗାଁ ନିକଟ ରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ମହିଳା ଜଣଙ୍କ ହେଲେ ମାଛକୁଟା ଗ୍ରାମର ସୁଲୋଚନା ଦେହୁରୀ । ଗତକାଲି ପତ୍ର ଓ ଆମ୍ବ ଗୋଟାଇବାକୁ ଯାଇ ଘରକୁ ଫେରିନଥିଲେ । ବଜ୍ରପାତରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଅନ୍ୟପକ୍ଷରେ ଗତକାଲି ସନ୍ଧ୍ୟାରେ ଛେଣ୍ଡିପଦା ଅଞ୍ଚଳରେ କାଳବୈଶାଖୀ ମଧ୍ୟ ତାଣ୍ଡବ ରଚିଥିବାକୁ ଘର, ଗଛ, ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି । ଆଜି ମହିଳା ଜଣଙ୍କର ମୃତ ଦେହ ମିଳିବା ପରେ ତାର ପାରିପାଶ୍ୱର୍ିକ ସ୍ଥିତିରୁ ବଜ୍ରପାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଛେମ୍‌ଡିପଦା ପୋଲିସ ଶବକୁ ଜବତ କରିବା ସହ ଘଟଣା ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking