ଭୁବନେଶ୍ୱର: ନବୀନଙ୍କ ଶୃଙ୍ଖଳା ତାଗିଦ ପରେ ପରୋକ୍ଷରେ ବବିଙ୍କୁ ଡାନିଙ୍କ ଟାର୍ଗେଟ । କହିଲେ , ବିଜେଡି ଶୃଙ୍ଖଳିତ ଦଳ , ଯିଏ ଓଭର ସ୍ମାର୍ଟ ହେବାକୁ ଚେଷ୍ଟା କରିବ, ସେ ଭୋଗିବ । ବିଗତ ଦିନରେ ଭୋଗିଛନ୍ତି , ଆଗାମୀ ଦିନରେ ବି ଭୋଗିବେ । ସମଝୋତା ହେବ ନାହିଁ, କ୍ଷମା କରାଯିବ ନାହିଁ । ନବୀନ ବାବୁଙ୍କ କଡା ନିର୍ଦ୍ଦେଶ ରହିଛି, ଦଳୀୟ ଶୃଙ୍ଖଳା ଭିତରେ ରହିବାକୁ ।










