ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ବର୍ଷ ପୂର୍ତ୍ତି ଅବସରରେ ସଫଳତାର କାହାଣୀ । ସଫଳତାର ସ୍ମୃତି ମନେ ପକାଇଲେ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । ପାକିସ୍ତାନ ବିପକ୍ଷରେ ସେନା ହାସଲ କରିଥିବା ସଫଳତା କହିଲେ । ୩ ବାହିନୀ ମଧ୍ୟରେ ସମନ୍ୱୟରୁ ବଡ ସଫଳତା ମିଳିଲା । ଅପରେସନ ସିନ୍ଦୂର ଏବେ ବି ସରି ନାହିଁ କହିଛନ୍ତି, ରାଜୀବ ଘାଇ । ଆତଙ୍କବାଦ ବିରୋଧରେ ଲଢେଇ ଶେଷ ହୋଇ ନାହିଁ । ପହଲଗାମ ଆତଙ୍କୀ ଆକ୍ରମଣର ସଠିକ ଜବାବ ଦିଆଯାଇଥିଲା । ଯେଉଁମାନେ ଆକ୍ରମଣ କରିଥିଲେ, କେବଳ ସେମାନଙ୍କୁ ଟାର୍ଗେଟ କରିଥିଲୁ । ସଫଳତାର ସହ ଶତ୍ରୁ ଦେଶର ଟାର୍ଗେଟ ହିଟ କରିପାରିଥିଲୁ ।










