ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ପାଇଁ ଆସିବ ନୂଆ ଆଧ୍ୟାତ୍ମିକ ଚ୍ୟାନେଲ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୨୪ ଘଣ୍ଟିଆ ଚ୍ୟାନେଲ ଆସିବ, ଏନେଇ ପ୍ରାରମ୍ଭିକ ଆଲୋଚନା ହୋଇଛି । ଚ୍ୟାନେଲ ଦ୍ୱାରା ମହାପ୍ରଭୁଙ୍କ ନୀତିକାନ୍ତି ବିଷୟରେ ଲୋକଙ୍କୁ ଅବଗତ କରାଯିବ ।