35.1 C
Bhubaneswar
Thursday, May 7, 2026
Homeଓଡିଶାରାଜ୍ୟରେ ୯୫% ଘର ଗଣନା ଶେଷ

ରାଜ୍ୟରେ ୯୫% ଘର ଗଣନା ଶେଷ

ଭୁବନେଶ୍ୱର: ରାଜ୍ୟରେ ୯୫% ଘର ଗଣନା ଶେଷ ହୋଇଛି । ଏନେଇ ସୂଚନା ଦେଲେ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ । କୋଟିଆରେ ଶତ ପ୍ରତିଶତ ଓ କୋରାପୁଟରେ ୯୦ ପ୍ରତିଶତ ଶେଷ ହୋଇଛି । ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଘରଗଣନା ଏକ ପ୍ରକାର ଶେଷ ହେବା ସ୍ଥିତିରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking