ଯାଜପୁର ନେତାଙ୍କୁ ନବୀନଙ୍କ ତାଗିଦ

ଯାଜପୁର: ଯାଜପୁର ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କ ତାଗିଦ । ବିଶୃଙ୍ଖଳାକୁ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ଭିଡିଓ ବାର୍ତ୍ତାରେ କହିଲେ । ମୁଁ ସବୁବେଳେ ଡିସିପ୍ଲିନ ଉପରେ ଗୁରୁତ୍ୱ ଦେଇ ଆସିଛି ବୋଲି କହିଛନ୍ତି ନବୀନ । ଆହୁରି କହିଛନ୍ତି, ଆମେ ସଂଗଠନକୁ ମଜଭୁତ କରିବା, ଲୋକଙ୍କ ସହ ଯୋଡି ହୋଇ ରହିବା । ଓଡିଶାବାସୀ ଆମକୁ ୨୪ ବର୍ଷ ସେବା କରିବାର ସୁଯୋଗ ଦେଇଥିଲେ । ଲେକଙ୍କ ଏହି ବିଶ୍ୱାସ ଆମକୁ ବାଟ … Continue reading ଯାଜପୁର ନେତାଙ୍କୁ ନବୀନଙ୍କ ତାଗିଦ