31.1 C
Bhubaneswar
Monday, April 27, 2026
Homeଓଡିଶାବିଜେଡି ଦଳ ବଦଳ ଆଇନ ପଢିନି: ମନ୍ତ୍ରୀ

ବିଜେଡି ଦଳ ବଦଳ ଆଇନ ପଢିନି: ମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ଦଳ ବଦଳ ବିରୋଧୀ ଆଇନ ପଢିନି କହିଲେ ମନ୍ତ୍ରୀ ସୁରେଶ ପୂଜାରୀ । ଯିଏ ନିଲମ୍ବିତ ସଦସ୍ୟ ସେ ଆପଣଙ୍କ ଦଳର ସଭ୍ୟ ନୁହେଁ । ଆଉ ଯିଏ ସଭ୍ୟ ନୁହେଁ ସେ କଣ ଆପଣଙ୍କ ଦଳର ହୁଇପ ମାନିବ କିପରି । ସେମାନେ ଜାଣୁ ନାହାନ୍ତି କି ଜାଣିବାକୁ ଚେଷ୍ଟା ମଧ୍ୟ କରୁନାହାନ୍ତି । ଏପଟେ ବିଜେଡି ୮ ନିଲମ୍ବନ ସଦସ୍ୟଙ୍କ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଭେଟିଛି ।

ଦଳ ବିରୋଧୀ ବିଧାୟକଙ୍କ ଆବଶ୍ୟକତା ନାହିଁ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking