34.1 C
Bhubaneswar
Friday, April 24, 2026
Homeଦେଶ ବିଦେଶମୁଁ ଠିକ ଲୋକ, ଭୁଲ ପାର୍ଟି ଯାଇଥିଲି: ରାଘବ

ମୁଁ ଠିକ ଲୋକ, ଭୁଲ ପାର୍ଟି ଯାଇଥିଲି: ରାଘବ

ନୂଆଦିଲ୍ଲୀ : ମୁଁ ଠିକ ଲୋକ, ଭୁଲ ପାର୍ଟି ଯାଇଥିଲି । ମୁଁ ଠିକ ଲୋକ , ଭୁଲ ପାର୍ଟିକୁ ଯାଇଥିଲି କହିଲେ ରାଘବ ଚଢା । ମୁଁ କ୍ୟାରିୟର ଶେଷ କରି ରାଜନୀତିକୁ ଆସିଥିଲି । ଆପ ଦେଶ ସ୍ୱାର୍ଥ ପାଇଁ ନୁହେଁ, ବ୍ୟକ୍ତି ସ୍ୱାର୍ଥ ପାଇଁ ସ୍ୱାର୍ଥ ପାଇଁ କାମ କରୁଛି । ମୁଁ ସେମାନଙ୍କ ଅପରାଧରେ ଅଂଶ ହେବାକୁ ଚାହେଁ ନାହିଁ , ମୋ ପାଖରେ ୨ଟି ବିକଳ୍ପ ଥିଲା, ରାଜନୀତି ଛାଡିବି ନା ରହିିବି । ରାଜୀତିରେ ରହିବାକୁ ନିଷ୍ପତ୍ତି ନେଲେ , ବିଜେପି ସହ ରହିବି ।

ଆପ ଛାଡି ବିଜେପିରେ ମିଶିଲେ ରାଘବ ଚଢା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking