ଆପ ଛାଡି ବିଜେପିରେ ମିଶିଲେ ରାଘବ ଚଢା

ନୂଆଦିଲ୍ଲୀ: ଆପକୁ ଶକ୍ତ ଝଟକା । ପଞ୍ଜାବର ୩ ସାସଂଦ ଆମ ଆଦମୀ ପାର୍ଟି ଛାଡିଛନ୍ତି । ଆପ ଛାଡିଲେ ରାଘବ ଚଢା । ଆପରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ସାଂସଦ ରାଘବ ଚଢା । ସନ୍ଦୀପ ପାଠକ, ଅଶୋକ ମିତ୍ତଲ ମଧ୍ୟ ଆପ ଛାଡି ବିଜେପିରେ ମିଶିଛନ୍ତି । ରାଘବ ଚଢା ଯିଏ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ମତ ରଖୁଥିଲେ । ସାଧାରଣ ଲୋକଙ୍କ ପ୍ରଶ୍ନ ଗୃହରେ ଉଠାଉଥିଲେ । … Continue reading ଆପ ଛାଡି ବିଜେପିରେ ମିଶିଲେ ରାଘବ ଚଢା