ଦଳ ବିରୋଧୀ ବିଧାୟକଙ୍କ ଆବଶ୍ୟକତା ନାହିଁ

ଭୁବନେଶ୍ୱର: ଯେଉଁ ବିଧାୟକ ଦଳ ବିରୋଧୀ କାମ କରିଛନ୍ତି ତାଙ୍କର ଆବଶ୍ୟକତା ନାହିଁ । ଏପରି କହିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଜେଡି ପକ୍ଷରୁ ମୁଖ୍ୟ ସଚେତକ ଭାବେ ମୁଁ ବାଚସ୍ପତିଙ୍କୁ ଲେଖିଛି । ଯେଉଁ ୮ ବିଧାୟକ ଦଳ ବିରୋଧୀ କାମ କରିଛନ୍ତି, ସେମାନଙ୍କର ଆବଶ୍ୟକ ନାହିଁ । ତୁରନ୍ତ ସଭ୍ୟ ପଦରୁ ବିଦା ହୁଅନ୍ତୁ, ନହେଲେ ନିଜ ଆଡୁ ପଦ ଛାଡନ୍ତୁ । ଯଦି ସେମାନେ ଲୋକପ୍ରିୟ, ଉପନିର୍ବାଚନକୁ … Continue reading ଦଳ ବିରୋଧୀ ବିଧାୟକଙ୍କ ଆବଶ୍ୟକତା ନାହିଁ