31.1 C
Bhubaneswar
Monday, April 27, 2026
Homeଓଡିଶାରାଜ୍ୟର ୧୯ଟି ଡିଭିଜନରେ ନିଆଁ: ପିସିସିଏଫ

ରାଜ୍ୟର ୧୯ଟି ଡିଭିଜନରେ ନିଆଁ: ପିସିସିଏଫ

ଭୁବନେଶ୍ୱର: ରାଜ୍ୟର ୧୯ଟି ଡିଭିଜନରେ ନିଆଁ ଲାଗି ଥିବା କହିଲେ ପିସିସିଏଫ । ବାଲିଗୁଡା ଓ କଳାହାଣ୍ଡି ରେଞ୍ଜରେ ଅଧିକ ନିଆଁ ଲାଗୁଛି । ନବରଙ୍ଗପୁର ଓ କୋରାପୁଟରେ ପୋଡୁ ଚାଷ ପାଇଁ ନିଆଁ ଲାଗୁଛି । ଗତବର୍ଷ ଅପେକ୍ଷା ଏଥର ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ରହିଛି । ଗତ ବର୍ଷ ପ୍ରାୟ ୩୦ ହଜାର ପଏଣ୍ଟରେ ନିଆଁ ଲାଗିଥିଲା । ଏଥର ଏହା ୨୦ ହଜାର ପଏଣ୍ଟରେ ରହିଛି ବୋଲି ପିସିସିଏଫ କହିଛନ୍ତି । ନିଆଁ ଖବର ଆସିଲେ ୧୫ ମିନିଟରେ ଲିଭାଇବାକୁ ଉଦ୍ୟମ ହେଉଛି । ବିଶେଷ କରି ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଜଙ୍ଗଲ ବିଭାଗ ସଜାଗ ଅଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking