35.2 C
Bhubaneswar
Tuesday, April 21, 2026
Homeଓଡିଶାଗଜପତି ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି

ଗଜପତି ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି

ଗଜପତି: ଗଜପତି ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା । ଗଜପତି ଜିଲ୍ଲାରେ ସବୁ ସ୍କୁଲ ଆସନ୍ତା ୩ ଦିନ ଛୁଟି ଘୋଷଣା କରାଯାଇଛି । ୨୨ରୁ ୨୪ ତାରିଖ ଯାଏଁ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପ୍ରବଳ ଖରା ଓ ହିଟ ୱେଭକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି । ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସବୁ ସ୍କୁଲ ଛୁଟି ରହିବ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବ ।

ମାଲକାନଗିରିରେ ୪ ଦିନ ସ୍କୁଲ ଛୁଟି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking