ମାଲକାନଗିରି: ମାଲକାନଗିରିରେ ଆସନ୍ତା ୪ ଦିନ ସ୍କୁଲ ଛୁଟି ଘୋଷଣା । ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି । ୨୨, ୨୩, ୨୪ ଓ ୨୫ ତାରିଖରେ ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଶିଶୁ ବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷାଧିକାରୀମାନେ ବିଭିନ୍ନ ଜିଲ୍ଲାର ସରକାରୀ, ବେସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ, … Continue reading ମାଲକାନଗିରିରେ ୪ ଦିନ ସ୍କୁଲ ଛୁଟି
Copy and paste this URL into your WordPress site to embed
Copy and paste this code into your site to embed