36.1 C
Bhubaneswar
Wednesday, March 4, 2026
Homeଓଡିଶାହୋଲି ଖେଳି ଗାଧୋଉଥିବା ବେଳେ ଭାସିଗଲେ ନାବାଳକ

ହୋଲି ଖେଳି ଗାଧୋଉଥିବା ବେଳେ ଭାସିଗଲେ ନାବାଳକ

କଟକ: ବଡମ୍ବା ଟି- ସେତୁ ନିକଟରେ ହୋଲି ଖେଳି ଗାଧୋଉଥିବା ସମୟରେ ନାବାଳକ ଭାସି ଯାଇଛନ୍ତି । ନାବାଳକ ବଡମ୍ବା ତୁଉଣପୁର ଗାଁର ଜୀବନ ବେହେରା ବୋଲି ଜଣାପଡିଛି । ଟି ସେତୁ ନିକଟରେ ହୋଇଥିବା ଅସ୍ଥାୟୀ ପୋଲ ନିକଟରେ ଘଟିଛି ଏହି ବଡ ଅଘଟଣ । ସ୍ଥାନୀୟ ତୁଣପୁର ଗାଁର ୩ ଜଣ ନାବାଳକ ହୋଲି ରଙ୍ଗ ଖେଳି ଗାଧୋଇବାକୁ ଆସିଥିଲେ । ଗାଧୋଉଥିବା ସମୟରେ ଜୀବନ ବେହେରା ଭାସି ଯାଇଥିଲେ । ବାଙ୍କି ବୈଦେଶ୍ୱର ବାହିନୀ ପହଞ୍ଚି ମହାନଦୀ ସ୍ରୋତରୁ ନାବାଳକଙ୍କୁ ଉଦ୍ଧାର କରି ବଡମ୍ବା ମେଡିକାଲରେ ଭର୍ତ୍ତି କରିଥିଲେ । ବଡମ୍ବା ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking