25.1 C
Bhubaneswar
Tuesday, February 17, 2026
Homeଓଡିଶାଯାହା ଠିକ ଲାଗିବ କରିବି: ଅରବିନ୍ଦ

ଯାହା ଠିକ ଲାଗିବ କରିବି: ଅରବିନ୍ଦ

ଭୁବନେଶ୍ୱର: ରାଜ୍ୟପାଳ ହରିବାବୁ କମ୍ଭମପାଟି ବିଧାନସଭାରେ ଯେତେବେଳେ ଅଭିଭାଷଣ ଆରମ୍ଭ କରିଥିଲେ ଏହାକୁ ବିରୋଧ କରି ଉଭୟ ବିଜେଡି, କଂଗ୍ରେସ ସଦସ୍ୟ କକ୍ଷ ତ୍ୟାଗ କରିଥିଲେ । କିନ୍ତୁ ସନା ମହାକୁଡ ଏବଂ ଅରବିନ୍ଦ ମହାପାତ୍ର କକ୍ଷ ତ୍ୟାଗ କରିନଥିଲୋ କକ୍ଷତ୍ୟାଗ ନକରିବା ନେଇ ପ୍ରତିକ୍ରିୟା ରଖିଲେ ଅରବିନ୍ଦ ମହାପାତ୍ର । କହିଲେ ମୋତେ ଯାହା ଠିକ ଲାଗିବ ତାହା କରିବି । ଆସନ ବଦଳିବାରେ କିଛି ଫରକ ପଡିବନି । ପାଟକୁରାବାସୀଙ୍କ ପ୍ରସଙ୍ଗ ଉଟାଇ ଦୃଷ୍ଟି ଆକର୍ଷଣ କରିବି । ରାଜ୍ୟପାଳଙ୍କ ଅଭିଭାଷଣ ଶୁଣିବାକୁ ଇଚ୍ଛା ଥିଲା, ତେଣୁ ଶୁଣିଲି । ନବୀନ ବାବୁଙ୍କ ସହ ଦେଖା ହୋଇଛି ସମ୍ମାନ ଜଣାଇଲି । ନିଲମ୍ବନର କାରଣ ପଚାରିବେ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ କହିଲେ ଉଦ୍ଦେଶ୍ୟ ନାହିଁ । ସୂଚନାଥାଉକି, ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ । ହେଲେ ବିଧାନସଭାରେ ସନା ମହାକୁଡ ଏବଂ ଅରବିନ୍ଦଙ୍କ ସିଟ ବଦଳି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking