21.1 C
Bhubaneswar
Thursday, February 5, 2026
Homeଓଡିଶାକୋରାପୁଟ ଜିଲ୍ଲା ନକ୍ସଲମୁକ୍ତ: ଡିଆଇଜି

କୋରାପୁଟ ଜିଲ୍ଲା ନକ୍ସଲମୁକ୍ତ: ଡିଆଇଜି

କୋରାପୁଟ: ଆଜିଠୁ ନକ୍ସଲମୁକ୍ତ ଅଞ୍ଚଳ ହେଲା କୋରାପୁଟ ଜିଲ୍ଲା । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି । ମହିଳା ନକ୍ସଲ ମମତା ପୋଡିଆମୀଙ୍କ ଆତ୍ମସମର୍ପଣ ପରେ ଘୋଷଣା କରାଯାଇଛି । ରାଇଫଲ , ମାଗାଜିନ ଓ ୧୦ ଗୁଳି ସହ ଆତ୍ମ ସମର୍ପଣ କରିଛନ୍ତି ମମତା । ସୂଚନାଥାଉକି. କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ଦେଶ ମାଓ ମୁକ୍ତ ହେବ ବୋଲି କହିଛନ୍ତି । ପୂର୍ବରୁ ଅନେକ କୁଖ୍ୟାତ ମାଓବାଦୀ ଆତ୍ମ ସମର୍ପଣ କରିଥିବା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ଆଉ କେତେ ମାଓବାଦୀଙ୍କ ଜୀବନ ଯାଇଛି । ତେବେ ବଡ କଥା ହେଉଛି କେନ୍ଦ୍ର ସରକାରଙ୍କ କଥାକୁ ଗୁରୁତ୍ୱର ସହ ନେଇ ଦେଶ ତଥା ରାଜ୍ୟରୁ ମାଓ ମୁକ୍ତ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking