27.1 C
Bhubaneswar
Wednesday, December 24, 2025
Homeଓଡିଶାଭିଜିଲାନ୍ସ ଜାଲରେ ସମ୍ବଲପୁର ଏସଆରଏ

ଭିଜିଲାନ୍ସ ଜାଲରେ ସମ୍ବଲପୁର ଏସଆରଏ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇ । ବାସୁଦେବ ଭୋଇଙ୍କ ବାସଭବନରେ ରେଡ କରାଯାଉଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ କରାଯାଇଛି । ବରଗଡ, ସମ୍ବଲପୁରରେ ଏକକାଳୀନ ଚଢାଉ ଚାଲିଛି । ଚଢାଉରେ ୨ ଡିଏସପି ଓ ୮ ଇନ୍ସପେକ୍ଟର ସାମିଲ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking