25.1 C
Bhubaneswar
Saturday, February 14, 2026
Homeଓଡିଶାଶ୍ରୀମୟୀ ସୁବିଧାବାଦୀ: ମନ୍ମଥ

ଶ୍ରୀମୟୀ ସୁବିଧାବାଦୀ: ମନ୍ମଥ

ଭୁବନେଶ୍ୱର: ଶ୍ରୀମୟୀଙ୍କ ଆଉଟ ବଟ ନଟ ଆଉଟ ମନ୍ତବ୍ୟକୁ ତାଚ୍ଛଲ୍ୟ କଲେ  ମନ୍ମଥ ରାଉତରାୟ । ଓଡିଶା ପାଇଁ ତ କେବେ କିଛି କରିନାହାନ୍ତି, ଏବେ ନଟ ଆଉଟ ରହି କିଛି କରନ୍ତୁ । ସୁବିଧାବାଦୀ ନେତ୍ରୀ, ନବୀନ ପଟ୍ଟନାୟକଙ୍କଠାରୁ ବହୁ ସୁବିଧା ପାଇଛନ୍ତି । କିନ୍ତୁ ମୁଁ ଭାବୁନି ଅନ୍ୟ କୌଣସି ଦଳରେ ତାଙ୍କୁ ଏତିକି ସୁବିଧା ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking