ଭୁବନେଶ୍ୱର: ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡିଲି କହି ରୋଷ ଝାଡିଲେ ଦେବାଶିଷ । କହିଲେ ବର୍ଷେ ହେଲାଣି ନବୀନ ବାବୁଙ୍କୁ ମୋତେ ଦେଖା କରାଇ ଦେଉନଥିଲେ । ସେ ଭଲଭାବେ ଜାଣିଥିଲେ ନବୀନ ବାବୁଙ୍କ ସହ ମୋର ସଂପର୍କ କଣ । ବିଜେଡିକୁ ସଂଗଠିତ କରିବା ନୁହେଁ, କିପରି ଅଧିକରୁ ଅଧିକ ସସପେଣ୍ଡ କାର୍ଯ୍ୟ । ନବୀନ ବାବୁ କହିଥିଲେ ପାଣ୍ଡିଆନ ମୋ ଉତ୍ତରାଧୀକାରୀ ନୁହଁନ୍ତି । ମାତ୍ର ଟ୍ରଷ୍ଟ ନାଁରେ ବାପା ବିଜୁ ବାବୁ କରିଥିବା ଘର ତାଙ୍କୁ ଦେଇଥିଲେ । ଏହା ବିଜୁ ବାବୁଙ୍କ ଲିଗାସି ପ୍ରତି ଘୋର ଅପମାନ ଥିଲା । ବିଜୁ ବାବୁଙ୍କ ସଂପତ୍ତି ତାମିଲ ଲୋକଙ୍କୁ ଯିବ ମୁଁ ଗ୍ରହଣ କରିପାରୁନି । ପାଣ୍ଡିଆନଙ୍କ ବିରୋଧରେ ବହୁତ କଥା କହିଛି, ବିଜେଡିରେ ଭବିଷ୍ୟତ ନାହିଁ ।










