28.1 C
Bhubaneswar
Wednesday, March 4, 2026
Homeଓଡିଶାରାୟଗଡା ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା

ରାୟଗଡା ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା

ରାୟଗଡା: ରାୟଗଡା ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା । ରାୟଗଡା ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । ଅନାସ୍ଥା ପ୍ରସ୍ତାବ ଆଣିଲେ ୧୯ ଜଣ କାଉନସିଲର । ଅନାସ୍ଥା ପ୍ରସ୍ତାବ ଆଣିଲେ ଭାସ୍କର ରାଓ ଗୋଷ୍ଠୀର କାଉନସିଲର । ୨୧ କାଉନସିଲରଙ୍କ ମଧ୍ୟରୁ ୧୯ ଆଣିଲେ ଅନାସ୍ଥା ପ୍ରସ୍ତାବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking