19.1 C
Bhubaneswar
Monday, December 8, 2025
Homeଓଡିଶାବିସର୍ଜନ ବେଳେ ବୁଡିଗଲେ ଛାତ୍ର

ବିସର୍ଜନ ବେଳେ ବୁଡିଗଲେ ଛାତ୍ର

ଯାଜପୁର: ସ୍କୁଲ ଗଣେଶ ମୂର୍ତ୍ତି ଭସାଣି ବେଳେ ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ରଙ୍ଗରଙ୍ଗା ଗାଁରେ ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ହୋଇଛି ।  ମୃତକ ପ୍ରହ୍ଲାଦ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ।  ଆସନ୍ତାକଲି, ଗଣେଶ ଭସାଣିରେ ଯୋଗ ଦେଇ ପାରିବେନି ଛାତ୍ରଛାତ୍ରୀ । ମୟୁରଭଞ୍ଜର ସମସ୍ତ ସ୍କୁଲକୁ ନୋଟିସ ଜାରି କରିଥିଲେ ଜିଲ୍ଲାପାଳ । ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଗତବର୍ଷ ଭସାଣି ସମୟରେ  ୪ ଜଣ ଛାତ୍ର ବୁଡି ପ୍ରାଣ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking