27.1 C
Bhubaneswar
Saturday, December 6, 2025
Homeଓଡିଶାପାର୍କିଂ ବେଳେ ଖସିପଡିଲା କାର

ପାର୍କିଂ ବେଳେ ଖସିପଡିଲା କାର

ପୁରୀ:  ପାର୍କିଂ ବେଳେ ଖସିପଡିଲା କାର। ଜଗନ୍ନାଥ ବଲ୍ଲଭ ପାର୍କିରେ ରଖିବା ବେଳେ ଖସିପଡିଲା । ପ୍ରଥମ ମହଲାରୁ ତଳକୁ ଖସିଲା କାର । ଗାର୍ଡ ୱାଲ ନଥିବାରୁ କାରଟି ବ୍ୟାକ ଗିୟରରେ ତଳକୁ ଖସିପଡିଥିବା ସୂଚନା ମିଳୁଛି ।  ଗୁରୁତର  ଅବସ୍ଥାରେ ଡ୍ରାଇଭରଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଡ୍ରାଇଭର  ଧାମରା ଅଞ୍ଚଳର ବୋଲି ସୂଚନା ମିଳୁଛି । ଏହି ଘଟଣା ପରେ  ଅନ୍ୟ ଡ୍ରାଇଭର ମାନେ ଗାର୍ଡ ୱାଲ ନିର୍ମାଣ କରିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking