ନୂଆଦିଲ୍ଲୀ: ବିଶ୍ୱ ଇତିହାସରୁ ଭେନେଜୁଏଲା ସହିତ ଆମେରିକାର ସବୁଠୁ ବଡ ତୈଳ ଚୁକ୍ତି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରୁଛନ୍ତି । ଚୁକ୍ତି ଦ୍ୱାରା ଭେନେଜୁଏଲାର ପ୍ରାୟ ୬୫ ବିଲିୟନ ଡଲାର ବ୍ୟାରେଲ ତେଲ ଭଣ୍ଡାରକୁ ଆମେରିକା ନିୟନ୍ତ୍ରଣ କରିବ । ସୋସିଆଲ ମିଡିଆ ପୋଷ୍ଟରେ ଏମିତି ଦାବି କରୁଛନ୍ତି , ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ସେ କହିଛନ୍ତି, ଏହି ଚୁକ୍ତିନାମା ଅଶୋଧିତ ତୈଳରେ ଆମେରିକାକୁ ଯୋଗାଣ ବୃଦ୍ଧି । ପେଟ୍ରୋଲ ମୂଲ୍ୟ ହ୍ରାସ କରିବ । ସରକାରୀ, ବେସରକାରୀ କମ୍ପାନୀ ମଧ୍ୟରେ ସହଭାଗିତା ମଧ୍ୟରେ ଆମେରିକା ଭେନେଜୁଅଲାର ୬୫ ବିଲିୟନ ବ୍ୟାରେଲରୁ ଅଧିକ ତୈଳ ଭଣ୍ଡାର ଉପରେ ଅଧିକାଂଶ ନିୟନ୍ତ୍ରଣ ହ୍ରାସ କରିଛି । ଆମେରିକା ବୈଦେଶିକ ସଚିବ ମାର୍କ ରୁବିଓ, ପ୍ରତିରକ୍ଷା ସଚିବ ହେକ୍ସ ସେଦ ଏବଂ ଭେନେଜୁଏଲା ମଧ୍ୟବର୍ତ୍ତୀ ରାଷ୍ଟ୍ରପତି ଡେଲଜି ରୋଟ୍ରିଗେଙ୍କ ମଧ୍ୟରେ ଆଲୋଚନା ପରେ ଏ ଚୁକ୍ତି ହୋଇଛି । ଏଥିପାଇଁ ଆମେରିକାର ଟିକସଦାତାଙ୍କ ପକେଟରୁ କୋଟିଏ ପଇସା ମଧ୍ୟ ଖର୍ଚ୍ଚ ହୋଇ ନାହିଁ ବୋଲି ଟ୍ରମ୍ପ କହିଛନ୍ତି ।









