30.1 C
Bhubaneswar
Saturday, August 29, 2026
Homeଓଡିଶାସ୍ତ୍ରୀକୁ ପିଟିପିଟି ମାରିଲା ସ୍ବାମୀ

ସ୍ତ୍ରୀକୁ ପିଟିପିଟି ମାରିଲା ସ୍ବାମୀ

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଗ୍ରାମ ଜୁଆଙ୍ଗ ସାହିରେ ଗତକାଲି ରାତିରେ କୌଶଲ୍ୟା ପଧାନଙ୍କୁ ତାଙ୍କ ସ୍ୱାମୀ ଗିରିଶ ପଧାନ ପିଟିପିଟି ମାରିଥିଲେ। ସେ ମରିଯିବାରୁ ତାଙ୍କୁ ଘର ପଛପଟ ବାଡ଼ିରେ ପୋତି ଦେଇଥିଲେ। ଗ୍ରାମବାସୀଙ୍କଠୁ ଖବର ପାଇ ଆଜି ସଦର ଥାନା ପୁଲିସ ଗ୍ରାମରେ ପହଞ୍ଚି ଶବକୁ ଜବତ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ସଦର ଥାନା ଅଧିକାରୀ ପ୍ରିୟବ୍ରତ ଦାସ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking