26.1 C
Bhubaneswar
Tuesday, May 12, 2026
Homeଓଡିଶାବରଗଡ଼ରେ ବିଜେଡି କରୁଛି ଚାଷୀ ସମାବେଶ

ବରଗଡ଼ରେ ବିଜେଡି କରୁଛି ଚାଷୀ ସମାବେଶ

ବରଗଡ଼: ବରଗଡ଼ ଜିଲ୍ଲାରେ ବିଜେଡି ପକ୍ଷରୁ ଚାଷୀ ଆନ୍ଦୋଳନ । ଜିରା ନଦିଖଣ୍ଡିରୁ ବାହାରି ଗାନ୍ଧୀଛକ ପହଞ୍ଚିବ ପଦଯାତ୍ରା। ପରେ ଚାଷୀଙ୍କ ସହ ଏକ ବୈଠକରେ ଆନ୍ଦୋଳନ କରିବ ବିଜୁ ଜନତା ଦଳ। ଏହାପରେ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ଦିଆଯିବ । ଏହି ବିକ୍ଷୋଭରେ ସାମିଲ ହେବେ ହଜାର ହଜାର ଲୋକ । ବିଜେଡିର ଏହି ଚାଷୀ ଆନ୍ଦୋଳନରେ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସହ ସୁଶାନ୍ତ ସିଂ, ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ, ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ପଶ୍ଚିମ ଓଡ଼ିଶାର ଅନେକ ବିଜେଡି ନେତା ସାମିଲ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking