30.1 C
Bhubaneswar
Tuesday, May 12, 2026
Homeଓଡିଶାଏଫଏମ ଛାତ୍ରୀ ମୃତ୍ୟୁ: ସମୀର ସାହୁଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଏଫଏମ ଛାତ୍ରୀ ମୃତ୍ୟୁ: ସମୀର ସାହୁଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ବାଲେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ।୩ ଦିନିଆ ରିମାଣ୍ଡ ଆବେଦନ ମଞ୍ଜୁର କଲେ ଜିଲ୍ଲା ଦୌରାଜଜ। ଘଟଣାର ଅଧିକ ତଦନ୍ତ ପାଇଁ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ଅଧ୍ୟାପକ ସମୀର ସାହୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ କରିଥିଲେ ଛାତ୍ରୀ। ଏନେଇ ସମୀରଙ୍କୁ ଗିରଫ କରିଥିଲା ସହଦେବଖୁଣ୍ଟା ଥାନା ପୋଲିସ। ସୂଚନା ଥାଉକି, ଏଫଏମ ଛାତ୍ରୀଙ୍କୁ କୌଣସି ପ୍ରକାରେ ନ୍ୟାୟ ନ ମିଳିବାରୁ ସେ ବାଲେଶ୍ୱର ଏଫଏମ କଲେଜରେ ନିଜକୁ ଆତ୍ମାହୁତି ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking