30.1 C
Bhubaneswar
Tuesday, May 5, 2026
Homeଓଡିଶାବିଜୁ ଯୁବ ଛାତ୍ର ଜନତା ଦଳର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି

ବିଜୁ ଯୁବ ଛାତ୍ର ଜନତା ଦଳର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ଆଜି ବିଜେଡି ୫ ଜିଲ୍ଲା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ,
୧. ସୁମନ କୁମାର ବେହେରା- କଟକ ଜିଲ୍ଲା ସଭାପତି
୨. ଶୁଭ୍ରାଂଶୁ ଶେଖର ଜିତ- ଅନୁଗୁଳ ଜିଲ୍ଲା ସଭାପତି
୩.ଚନ୍ଦ୍ର ଶେଖର ସାହୁ-ମୟୁରଭଞ୍ଜ ଜିଲ୍ଲା ସଭାପତି
୪. ସଞ୍ଜୀତ ଛୋଟରାୟ – ରାଉରକେଲାର ସଭାପତି
୫. ସୁବେର ସିଂ ଦେଓ- ନୂଆପଡା ଜିଲ୍ଲା ସଭାପତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking